Author: TRUPTIMAYEE SAHOO

ଆଜି ଆମେ ବିଶ୍ୱ ରାଜନୀତିର ଏକ ଅତି ରୋମାଞ୍ଚକର ଏବଂ ବିପଜ୍ଜନକ ଖବର ବିଷୟରେ ଆଲୋଚନା କରିବା। ଆପଣମାନେ ଜାଣିଥିବେ ଯେ ହୋର୍ମୁଜ୍ ଷ୍ଟ୍ରେଟ୍ (Strait of Hormuz) ହେଉଛି ବିଶ୍ୱ ଅର୍ଥନୀତିର ଲାଇଫ୍‌ଲାଇନ୍। ଆମେରିକା ଏହି ରାସ୍ତା ଦେଇ ଇରାନର ତେଲ ରପ୍ତାନି ଉପରେ କଡ଼ା କଟକଣା ଲଗାଇଛି। ଏପରିକି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚୀନକୁ ଚେତାବନୀ ଦେଇଥିଲେ ଯେ ଇରାନ ଠାରୁ ତେଲ କିଣିବା ମହଙ୍ଗା ପଡ଼ିବ। କିନ୍ତୁ ଏହି ସବୁ ଚେତାବନୀକୁ ବେଖାତିର କରି ଚୀନ ସହ ଜଡ଼ିତ ଏକ ବିଶାଳ ତୈଳ ଟାଙ୍କର ‘ରିଚ୍ ଷ୍ଟାରୀ’ ସଫଳତାର ସହ ଏହି ରାସ୍ତା ଅତିକ୍ରମ କରିଛି । କିପରି ଚୀନ ଆମେରିକାର ନାକ ତଳେ ଏହି ଅପରେସନ ଶେଷ କଲା ଏବଂ ଏହା ଫଳରେ ବିଶ୍ୱ ଯୁଦ୍ଧର ଆଶଙ୍କା ବଢ଼ୁଛି କି?” ହୋର୍ମୁଜ୍ ପ୍ରଣାଳୀରେ ଚୀନର ବାହୁବଳ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତେଲ ଏହି ହୋର୍ମୁଜ୍…

Read More