Author: TRUPTIMAYEE SAHOO

‘ଲଭ୍ ଜିହାଦ୍’ କିମ୍ବା ଧର୍ମାନ୍ତରଣ ଭଳି ଘଟଣା କେବଳ ଗାଁ ଗହଳି କିମ୍ବା ଅଶିକ୍ଷିତ ଲୋକଙ୍କ ମଧ୍ୟରେ ସୀମିତ। କିନ୍ତୁ ଯଦି ଦେଶର ସବୁଠାରୁ ବଡ଼ ଏବଂ ପ୍ରତିଷ୍ଠିତ ଆଇଟି (IT) କମ୍ପାନୀ ଟିସିଏସ୍‍ର ଅଫିସ ଭିତରେ ଏହି ସବୁ ଚାଲିଥିଲା, ତେବେ ବିଶ୍ୱାସ କରିବେ କି? ମହାରାଷ୍ଟ୍ରର ନାସିକରେ ଥିବା ଟିସିଏସ୍‍ ଅଫିସରୁ ଏକ ଏଭଳି ସାଂଘାତିକ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି, ଯାହା ଶୁଣିଲେ ରୋମ ଟାଙ୍କୁରି ଉଠିବ। ଜଣେ ନୁହେଁ, ଦୁଇଜଣ ନୁହେଁ, ବରଂ ୯ଟି ଏତଲା ଦାୟର ହୋଇଛି। ଆଉ ସବୁଠାରୁ ବଡ଼ କଥା ହେଲା, ଏହି ଖେଳ ଗୋଟିଏ କିମ୍ବା ଦୁଇ ଦିନର ନୁହେଁ, ବରଂ ଗତ ୪ ବର୍ଷ ଧରି ଚାଲିଥିଲା। ଘଟଣାଟି କ’ଣ? ରିପୋର୍ଟ ଅନୁସାରେ, ୨୦୨୨ରୁ ୨୦୨୬ ମଧ୍ୟରେ ଟିସିଏସ୍‍ ନାସିକ ଶାଖାରେ କିଛି ମୁସଲିମ୍ କର୍ମଚାରୀ ସେଠାରେ କାର୍ଯ୍ୟରତ ହିନ୍ଦୁ ଯୁବତୀମାନଙ୍କୁ ନିଜ ଜାଲରେ ଫସାଉଥିଲେ । ସେମାନଙ୍କ ସହ…

Read More