Author: TRUPTIMAYEE SAHOO

ଆଧୁନିକ ବିଶ୍ୱରେ ଭାରତର ପ୍ରଭାବ କେଉଁ ସ୍ତରରେ ପହଞ୍ଚିଛି । ପଶ୍ଚିମ ଏସିଆ ବା ମଧ୍ୟ-ପ୍ରାଚ୍ୟ ବର୍ତ୍ତମାନ ଏକ ‘ବାରୁଦ ଗଦା’ ଉପରେ ବସିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଛାୟା ଯୁଦ୍ଧ (Shadow War) ବର୍ତ୍ତମାନ ପ୍ରତ୍ୟକ୍ଷ ସଂଘର୍ଷରେ ପରିଣତ ହୋଇଛି । କିନ୍ତୁ ଏହି ଭୟଙ୍କର ସ୍ଥିତି ମଧ୍ୟରେ, ଯେତେବେଳେ ଦୁନିଆର ବଡ଼ ବଡ଼ ଶକ୍ତିଶାଳୀ ଦେଶମାନେ କେବଳ ଚେତାବନୀ ଦେବାରେ ବ୍ୟସ୍ତ ଥିଲେ, ସେତେବେଳେ ଭାରତ କିଛି ଏମିତି କାମ କରି ଦେଖାଇଛି ଯାହା ଅସମ୍ଭବ ମନେ ହେଉଥିଲା। ଆର୍ମେନିଆ ଏବଂ ଆଜରବାଇଜାନ—ଏହି ଦୁଇଟି ନାମ ଶୁଣିଲେ ମନକୁ ଆସୁଥିବ ‘ନାଗୋର୍ଣ୍ଣୋ-କାରାବାଖ’ ବିବାଦ, ଯେଉଁଠି ଦୁଇ ଦେଶ ପରସ୍ପରର ରକ୍ତର ପିପାସୁ । କିନ୍ତୁ ଭାରତ ପାଇଁ ଏହି ଦୁଇ ଚିରଶତ୍ରୁ ଦେଶ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇଛନ୍ତି। ସଙ୍କଟର ମୂଳ କାରଣ: ଇରାନ-ଇସ୍ରାଏଲ ମୁହାଁମୁହିଁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା…

Read More