Author: TRUPTIMAYEE SAHOO

ଏହା ଏମିତି ଏକ ବିଷୟ ଯାହା କେବଳ ଖବର ନୁହେଁ, ବରଂ ଆମ ସମସ୍ତଙ୍କ ଜୀବନ ସହିତ ଜଡ଼ିତ । ସାରା ବିଶ୍ୱରେ ଏବେ ଏକ ଚେତାବନୀ ଶୁଣାଯାଉଛି – ‘ସୁପର ଏଲ୍ ନିନୋ’ (Super El Niño) ଆସୁଛି । କୁହାଯାଉଛି ଯେ ୧୫୦ ବର୍ଷ ପରେ ଏଭଳି ଏକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି, ଯାହା ପୂର୍ବରୁ ପୃଥିବୀର ୪% ଜନସଂଖ୍ୟାକୁ ଶେଷ କରିଦେଇଥିଲା । ଆଜିର ୭୫୦ କୋଟି ଜନସଂଖ୍ୟା ହିସାବରେ ଯଦି ୪% ଲୋକ ପ୍ରଭାବିତ ହୁଅନ୍ତି, ତେବେ ଏହା ଏକ ଭୟଙ୍କର ସଂଖ୍ୟା ହେବ । ତେବେ ଏହି ‘ସୁପର ଏଲ୍ ନିନୋ’ କ’ଣ ଏବଂ ଭାରତ ତଥା ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ ?” ଗତ କିଛି ଦିନ ହେବ ଦେଶ ଓ ରାଜ୍ୟରେ ଅନୁଭୁତ ହେଉଛି ପ୍ରବଳ ଗୁଳୁଗୁଳି ସହ ପ୍ରଚଣ୍ଡ ଖରା , ଯାହା ଜନଜୀବନକୁ…

Read More