Author: TRUPTIMAYEE SAHOO

ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆପଣ ବଙ୍ଗଳାର ରାସ୍ତାରେ ସାଧାରଣ ଲୋକଙ୍କ ସହ ଜଳଖିଆ ଖାଉଥିବାର ଦେଖୁଥିବେ, ତ ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ମହିଳାମାନଙ୍କୁ ମାସିକ ୩୦୦୦ ଟଙ୍କା ଦେବାର ବଡ଼ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁ ଦଳ ଭାରତର ଅଧାରୁ ଅଧିକ ରାଜ୍ୟରେ ଶାସନ କରୁଛି, ସେହି ବିଜେପି ପାଇଁ ପଶ୍ଚିମବଙ୍ଗ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ୨୦୨୧ ପରଠାରୁ ବିଜେପି ଏହି ରାଜ୍ୟ ଉପରେ ନିଜର ପୂରା ଶକ୍ତି ଲଗାଇ ଦେଇଛି? ବିଜେପି ପାଇଁ ପଶ୍ଚିମବଙ୍ଗରେ ଫୋକସ୍ କରିବାର ପ୍ରଥମ ଏବଂ ସବୁଠାରୁ ବଡ଼ କାରଣ ହେଉଛି ‘କ୍ଷମତା’। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଏକ ବଡ଼ ଶକ୍ତ ଧକ୍କା ଲାଗିଥିଲା। ଯେଉଁଠି ଲକ୍ଷ୍ୟ ୪୦୦ ପାର୍ ଥିଲା, ସେଠାରେ ଦଳ ମାତ୍ର ୨୪୦ ସିଟ୍‌ରେ ଅଟକି ଯାଇଥିଲା। ବିଶେଷ କରି ଉତ୍ତର ଭାରତ ବା ‘ହିନ୍ଦୀ…

Read More