Author: TRUPTIMAYEE SAHOO

ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ମେଧାବୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଓ ନିର୍ମମ ହତ୍ୟାର କାହାଣୀ । ଏକ ଏଭଳି ମାମଲା ଯାହା କେବଳ ଦିଲ୍ଲୀ ପୋଲିସର ମୂଳଦୁଆକୁ ଦୋହଲାଇ ଦେଇନାହିଁ ବରଂ ମାନବିକତାର ଢାଞ୍ଚାକୁ ମଧ୍ୟ ଭାଙ୍ଗି ଦେଇଛି । ମୃତଦେହର ଆଙ୍ଗୁଠି ଛାପ ବ୍ୟବହାର କରି ଲକର ଖୋଲିବା ଠାରୁ ଆରମ୍ଭ କରି ପ୍ରମାଣ ନଷ୍ଟ କରିବା ପାଇଁ ପୋଷାକ ବଦଳାଇବା ପର୍ଯ୍ୟନ୍ତ, ଅଭିଯୁକ୍ତ ରାହୁଲ ମୀନା ସେହି ୪୧ମିନିଟ୍ ମଧ୍ୟରେ ଦୁଷ୍କର୍ମର ପ୍ରତ୍ୟେକ ସୀମା ପାର କରିଦେଇଛି । ପୋଲିସ ଜେରା ସମୟରେ ଅଭିଯୁକ୍ତ ରାହୁଲ ମୀନା ଯେଉଁ ୪୧ମିନିଟ୍ ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ତାହା ଅପରାଧୀଙ୍କ ନିଷ୍ଠୁର ଏବଂ ବିକୃତ ମାନସିକତାକୁ ପ୍ରକାଶ କରିଛି । ଅଭିଯୁକ୍ତ ରାହୁଲ ମୀନା ଘରର ପ୍ରତ୍ୟେକ କୋଣ ଅନୁକୋଣ ସହିତ ଘନିଷ୍ଠ ଭାବରେ ପରିଚିତ ଥିଲା । ସେ ଜାଣିଥିଲେ ଯେ ଯୁବତୀଙ୍କ…

Read More