Author: TRUPTIMAYEE SAHOO

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ, ହଠାତ୍ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ (Pete Hegseth) ନୌସେନା ସଚିବ ଜନ୍ ଫେଲାନ୍‌ଙ୍କୁ (John Phelan) ତାଙ୍କ ପଦରୁ ବରଖାସ୍ତ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପେଣ୍ଟାଗନରେ ବିସ୍ଫୋରଣ – କାହିଁକି ବରଖାସ୍ତ ହେଲେ ନୌସେନା ସଚିବ? ଯେତେବେଳେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ଚାଲିଥାଏ, ସେତେବେଳେ ସେନାବାହିନୀର ନେତୃତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆମେରିକାରେ ବର୍ତ୍ତମାନ ଏମିତି କିଛି ଘଟୁଛି ଯାହା କାହାରିକୁ ସହଜରେ ବିଶ୍ୱାସ ହେବ ନାହିଁ । ଏକ ପଟେ ଇରାନ ସହ ତିକ୍ତତା ଶୀର୍ଷରେ ଥିବା ବେଳେ, ଅନ୍ୟପଟେ ପେଣ୍ଟାଗନ୍‌ ଭିତରେ କନ୍ଦଳ ଏବେ ସାମ୍ନାକୁ ଆସିଛି । ଆମେରିକାର ନୌସେନା ସଚିବ ଜନ୍ ଫେଲାନ୍‌ଙ୍କୁ ହଠାତ୍ ତାଙ୍କ ପଦରୁ ହଟାଇ ଦିଆଯାଇଛି । କୌଣସି କାରଣ ନାହିଁ,…

Read More