Author: TRUPTIMAYEE SAHOO

ଭାରତ ଏବଂ ଜର୍ମାନୀ ମଧ୍ୟରେ ପ୍ରାୟ ୮ ବିଲିୟନ ଡ଼ଲାର ମୂଲ୍ୟର ଏକ ପ୍ରମୁଖ ବୁଡ଼ାଜାହାଜ ଚୁକ୍ତି ନେଇ ହୋଇଛି ଆଲୋଚନା । ଆଗାମୀ ତିନି ମାସ ମଧ୍ୟରେ ଏହା ଚୂଡ଼ାନ୍ତ ହୋଇପାରେ ବୋଲି କହିଛି ପ୍ରତିରକ୍ଷା ବିଭାଗ । ଜର୍ମାନୀ ପ୍ରତିରକ୍ଷା ମନ୍ତ୍ରୀ ବୋରିସ୍ ପିଷ୍ଟୋରିଅସ୍ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଏକ ବୈଠକ ପରେ ଏହି ସୂଚନା ସେୟାର କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଅଧୀନରେ, ଭାରତରେ ଛଅଟି ଅତ୍ୟାଧୁନିକ ବୁଡ଼ାଜାହାଜ ନିର୍ମାଣ କରାଯିବ । ଏହି ପଦକ୍ଷେପ ସମ୍ପର୍କରେ ଆଲୋଚନା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ଏବଂ ଖୁବ୍ ଶୀଘ୍ର ଏନେଇ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି । ଭାରତରେ ବୁଡ଼ାଜାହାଜ ନିର୍ମାଣ ହେବ Visited TKMS submarine building facility in Kiel, accompanied by the German Defence Minister-Mr. Boris Pistorius. An insightful…

Read More