Author: TRUPTIMAYEE SAHOO

ଓଡ଼ିଶା ପାଇଁ ଗର୍ବ ‘ଓ୍ୱେଷ୍ଟ ଟୁ ବେଷ୍ଟ’ କରୁଛନ୍ତି ବର୍ଜ୍ୟରୁ ଜୀବିକା ନିର୍ବାହ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କେନ୍ଦ୍ରାପଡ଼ାର ମହିଳା କମଳା ମହାରଣା। ପୂର୍ବରୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏବଂ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ସାଉଁଟିଥିବା କମଳାଙ୍କୁ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ଗତବର୍ଷ ଫେବ୍ରୁଆରି ୨୬ ତାରିଖରେ ‘ମନ୍ କି ବାତ୍’ର ୯୮ତମ ଏପିସୋଡରେ ବର୍ଜ୍ୟବସ୍ତୁକୁ କଳାତ୍ମକ ସୃଷ୍ଟିରେ ପରିଣତ କରିବା ପାଇଁ ୬୬ ବର୍ଷୀୟ ମୋହରଣାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ। ୨୦୨୪ ମେ ୨୯ ତାରିଖରେ କେନ୍ଦ୍ରାପଡ଼ାରେ ଏକ ନିର୍ବାଚନୀ ସଭାରେ ସେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ତାଙ୍କ ପାଦ ଛୁଇଁଥିଲେ। ନୂଆଦିଲ୍ଲୀରେ ଆୟୋଜିତ ଆସନ୍ତା ୨୬ ତାରିକ ଗଣତନ୍ତ୍ର ଦିବସରେ ଯୋଗଦେବା ପାଇଁ କେନ୍ଦ୍ର ସରକାର କମଳା ଓ ତାଙ୍କ ପୁଅ ମହେନ୍ଦ୍ରଙ୍କ ପାଇଁ ବିମାନ…

Read More