Author: TRUPTIMAYEE SAHOO

ନିକଟରେ ଯେତେବେଳେ ଭାରତ ସରକାର ସିନ୍ ଗୁଡସ୍ ଉପରେ ଜିଏସଟି ହାରରେ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି । ସାରା ବିଶ୍ୱରେ କିଛି ଦ୍ରବ୍ୟକୁ ସିନ୍ ଗୁଡସ୍ କୁହାଯାଏ। ସାଧାରଣତଃ ଏହି ଜିନିଷଗୁଡ଼ିକର ବ୍ୟବହାର ବେଆଇନ ନୁହେଁ କିନ୍ତୁ ସରକାର ଓ ସମାଜ ଏହାକୁ ନୈତିକ ଦୃଷ୍ଟିରୁ ଭୁଲ ବୋଲି ମାନିଥାନ୍ତି । ଆସନ୍ତୁ ଆଜି ଇତିହାସର ଏମିତି ଗୋଟିଏ ଅଧ୍ୟାୟ ବାବଦରେ ଜାଣିବା,ଯେତେବେଳେ ସାଧାରଣ ଲୋକ ମଦ ଉପରେ ସରକାରଙ୍କ ଟ୍ୟାକ୍ସକୁ ବିରୋଧ କରି ୪ ବର୍ଷ ଧରି ବିଦ୍ରୋହ କରିଥିଲେ । ଏହି ବିଦ୍ରୋହ ଆମେରିକାରେ ଘଟିଥିଲା । ଆମେରିକାରେ ମଧ୍ୟ ପ୍ରାୟ ୨୩୦ ବର୍ଷ ପୂର୍ବେ ସିନ୍ ଗୁଡସ୍ ଭାବେ ବିବେଚିତ ମଦ ଉପରେ ଟ୍ୟାକ୍ସ ଲଗାଯାଇଥିଲା । ଯାହାକୁ ବିରୋଧ କରି ବିଦ୍ରୋହ ଆରମ୍ଭ ହୋଇଥିଲା । ଯାହା ହ୍ୱିସ୍କୀ ବିଦ୍ରୋହ ନାମରେ ପରିଚିତ । ଆମେରିକୀୟ ଇତିହାସରେ ହ୍ୱିସ୍କୀ ବିଦ୍ରୋହ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା,…

Read More