Author: TRUPTIMAYEE SAHOO

ତାଣ୍ଡବ ରଚିଛି ସୁପର ସାଇକ୍ଲୋନ ‘ରାଗାସା’ । ଉପକୂଳ ଅଞ୍ଚଳ ପାଇଁ ବନ୍ୟା ଏବଂ ଭୂସ୍ଖଳନ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ଫିଲିପାଇନ୍ସ, ତାଇୱାନ ଏବଂ ଚୀନରେ ପାଣିପାଗ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ସୁପର ସାକ୍ଲୋନ ରାଗାସା ବର୍ତ୍ତମାନ ଫିଲିପାଇନ୍ସ, ତାଇୱାନ ଏବଂ ଚୀନକୁ ବିପଦରେ ପକାଇଛି । ସୋମବାର ଦିନ ସ୍ଥଳଭାଗ ଛୁଇଁଥିବା ଶକ୍ତିଶାଳୀ ଝଡ଼ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିଥିଲା । ଏହି ଝଡ଼ ଏତେ ଭୟଙ୍କର ଥିଲା ଯେ ଏଥିପାଇଁ ସ୍କୁଲ, କାର୍ଯ୍ୟାଳୟ ଏବଂ ବିମାନ ସେବାକୁ ବନ୍ଦ କରାଯାଇଛି । ଅପରପକ୍ଷେ ଉପକୂଳ ଅଞ୍ଚଳ ପାଇଁ ବନ୍ୟା ଏବଂ ଭୂସ୍ଖଳନ ସତର୍କତା ଜାରି କରାଯାଇଛି। ଫିଲିପାଇନ୍ସ ପାଣିପାଗ ସଂସ୍ଥା ଅନୁଯାୟୀ, ରାଗାସାର ପବନ ଘଣ୍ଟା ପ୍ରତି ୨୧୫ କିଲୋମିଟର ବେଗରେ ପହଞ୍ଚିଥିଲା, ଏବଂ ଘଣ୍ଟା ପ୍ରତି ୨୯୫ କିଲୋମିଟର ବେଗରେ ପବନ ବହିଥିଲା । ଏତେ ଶକ୍ତିଶାଳୀ ଝଡ଼କୁ ଫିଲିପାଇନ୍ସରେ…

Read More