Author: TRUPTIMAYEE SAHOO

ଯେଉଁ ଦେଶ ଗତକାଲି ପର୍ଯ୍ୟନ୍ତ ଭାରତର ଡ୍ୟାମ୍ ଉପରେ ମିସାଇଲ୍ ମାଡ଼ କରିବାର ଧମକ ଦେଉଥିଲା, ଯେଉଁ ନେତାମାନେ କହୁଥିଲେ ଯେ “ନଦୀରେ ପାଣି ନବହିଲେ ରକ୍ତ ବହିବ”— ଆଜି ସେହି ଦେଶ ହଠାତ୍ ଭାରତ ଆଗରେ ଆଣ୍ଠୁମାଡ଼ି ଗୁହାରି କାହିଁକି କରୁଛି? ଆମେ କହୁଛୁ ପଡ଼ୋଶୀ ପାକିସ୍ତାନ କଥା। ସିନ୍ଧୁ ଜଳ ଚୁକ୍ତି ବା ଇଣ୍ଡସ୍ ୱାଟର୍ସ ଟ୍ରିଟି (Indus Waters Treaty) କୁ ନେଇ ପାକିସ୍ତାନର ଆଭିମୁଖ୍ୟରେ ଏବେ ଏକ ବଡ଼ ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦିନେ ଦୁଇଦିନ ତଳେ ବଡ଼ ବଡ଼ ଫୁଟାଣି ମାରୁଥିବା ପାକିସ୍ତାନୀ ପ୍ରଶାସନ ଏବେ ଭାରତ ସହିତ କଥାବାର୍ତ୍ତା କରିବା ପାଇଁ ଭିକ ମାଗିବା ଆରମ୍ଭ କରିଦେଇଛି। ସେମାନେ କହୁଛନ୍ତି— “ଭାରତ ଆମ ସହିତ ବସି ଆଲୋଚନା କରୁ, ସିନ୍ଧୁ ଜଳ ଚୁକ୍ତି ଉପରେ ନିଷ୍ପତ୍ତି ନେଉ।” କିନ୍ତୁ ପ୍ରଶ୍ନ ଉଠୁଛି: ହଠାତ୍ ପାକିସ୍ତାନର ଏହି ଅହଂକାର କୁଆଡ଼େ ଗଲା? ଅନ୍ତର୍ଜାତୀୟ…

Read More