Author: TRUPTIMAYEE SAHOO

ଗୋଟିଏ ଆନ୍ଦୋଳନ ଯେତେବେଳେ ରାସ୍ତା ଉପରେ ସାଧାରଣ ଲୋକ ଓ ଛାତ୍ରଙ୍କ ଝାଳ ଏବଂ ରକ୍ତରେ ଗଢ଼ିଉଠେ, ସେତେବେଳେ ଦେଶବାସୀ ଆଶା କରନ୍ତି ଯେ ଏହା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ। କିନ୍ତୁ ଯେତେବେଳେ ସେହି ଜନଆନ୍ଦୋଳନର ସଫଳତା ପରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବନ୍ଦ କୋଠରୀ ଭିତରେ ବସି ନିଷ୍ପତ୍ତି ନେବା ଆରମ୍ଭ କରନ୍ତି ଏବଂ ତାହା ଉପରେ କୌଣସି ରାଜନୈତିକ ଦଳର ଛାୟା ପଡ଼େ, ସେତେବେଳେ ଜନ୍ମ ନିଏ ବିଶ୍ୱାସଘାତକତାର ଏକ ବଡ଼ ବିବାଦ। ଆମେ କହୁଛୁ ସୋସିଆଲ ମିଡିଆରୁ ଆରମ୍ଭ ହୋଇ ଦିଲ୍ଲୀର ଯନ୍ତରମନ୍ତର ପର୍ଯ୍ୟନ୍ତ ଝଡ଼ ସୃଷ୍ଟି କରିଥିବା ‘କକ୍ରୋଚ୍ ଜନତା ପାର୍ଟି’ ବା ସିଜେପି ବିଷୟରେ। ଯେଉଁ ସଙ୍ଗଠନ ନୀଟ୍ (NEET) ଏବଂ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶର ଛାତ୍ରସମାଜକୁ ଏକଜୁଟ କରିଥିଲା, ସେହି ସିଜେପି ଭିତରେ ଏବେ ଏକ ବଡ଼ ଧରଣର ବିଦ୍ରୋହ ସାମ୍ନାକୁ ଆସିଛି। ସଙ୍ଗଠନର ବରିଷ୍ଠ…

Read More