Author: TRUPTIMAYEE SAHOO

ଗହଣା କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ବଜାରକୁ ଯିବା ପୂର୍ବରୁ ଆଜିର ସୁନା ଓ ରୁପା ଦର ଜାଣିବା ଅତ୍ୟନ୍ତ ଜରୁରୀ। ସୁନା ଦରରେ ପ୍ରତିଦିନ ଉତ୍ତାର-ଚଢ଼ାଉ ଦେଖିବାକୁ ମିଳୁଥିବା ବେଳେ, ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ଉଚ୍ଚ ସ୍ତରରେ ରହିଛି। ବିଭିନ୍ନ ସହରରେ ସୁନା ଦର ପ୍ରାୟ ସମାନ ରହିଥିଲେ ମଧ୍ୟ କିଛି ସ୍ଥାନରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଉଛି। ଭାରତୀୟ ବଜାରରେ ଆଜିର ସୁନା ଦର ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୭,୨୦୦ ଟଙ୍କାକୁ ଛୁଇଁଛି। ଏହି ଦର ଦେଖିଲେ ଏହା ସ୍ପଷ୍ଟ ହେଉଛି ଯେ, ବର୍ତ୍ତମାନ ସୁନା ନିବେଶ ଓ ଗହଣା କ୍ରୟ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ଚାଲିଛି। ଭୁବନେଶ୍ୱର, ମୁମ୍ବାଇ ଓ ଦିଲ୍ଲୀର ସୁନା ଦର ରାଜଧାନୀ ଭୁବନେଶ୍ୱରରେ ଆଜି…

Read More