Author: TRUPTIMAYEE SAHOO

ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହମାନଙ୍କ ଚଳନ ମନୁଷ୍ୟ ଜୀବନରେ ଗଭୀର ପ୍ରଭାବ ପକାଏ। ବର୍ତ୍ତମାନ କୁମ୍ଭ ରାଶିରେ ରାହୁଙ୍କ ଉପସ୍ଥିତି ଏବଂ ବୁଧଙ୍କ ଚଳନ ଯୋଗୁଁ ଏକ ବିଶେଷ ରାହୁ-ବୁଧ ସଂଯୋଗ ଗଠିତ ହେଉଛି। ଏହି ଯୋଗକୁ ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧି, ବ୍ୟବସାୟ, ଯୋଗାଯୋଗ ଏବଂ ଆର୍ଥିକ ଉନ୍ନତିର ପ୍ରତୀକ ଭାବେ ଦେଖାଯାଏ। ଏହି ସଂଯୋଗର ସିଧାସଳଖ ଲାଭ ୫ଟି ରାଶି ଉପରେ ପଡ଼ିବ ବୋଲି ଜ୍ୟୋତିଷୀମାନେ କହୁଛନ୍ତି। ବୃଷ ରାଶି ବୃଷ ରାଶି ଜାତକମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିପାରେ। ଯେଉଁମାନେ ଦୀର୍ଘଦିନ ଧରି ଚାକିରି ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିଲେ, ସେମାନଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ। ମିଥୁନ ରାଶି ମିଥୁନ ରାଶିର ଲୋକେ ନିଜ ଚତୁରତା ଏବଂ ବୁଦ୍ଧିମତା ଦ୍ୱାରା ଲାଭ ପାଇବେ। ବୁଧଙ୍କ ଚଳନ…

Read More