Author: TRUPTIMAYEE SAHOO

ସପ୍ତାହ ଆରମ୍ଭ ସହିତ ସୁନା କ୍ରେତାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବଜେଟ ସପ୍ତାହ ଆରମ୍ଭରୁ ବୁଲିଅନ ବଜାରରେ ସୁନା ଭରି ପିଛା ମୂଲ୍ୟରେ ରେକର୍ଡ ହ୍ରାସ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଉଚ୍ଚ ସ୍ତରରେ ରହିଥିବା ସୁନା ଦର ଏବେ ଲକ୍ଷେ ତଳକୁ ଖସି ଆସିଥିବାରୁ ଗ୍ରାହକ ଓ ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଆଶା ଓ ଉତ୍ସାହ ଦେଖାଯାଇଛି।  ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ଲକ୍ଷେ ତଳକୁ ଖସି ସୋମବାର ୯୫,୯୧୦ ଟଙ୍କାରେ କାରବାର କରିଛି। ଏହା ପୂର୍ବରୁ ସୁନା ଦର ଲଗାତାର ଉଚ୍ଚ ରହିଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ସୁନା କିଣିବା ସମ୍ଭବ ହେଉନଥିଲା। ଏବେ ଏହି ହ୍ରାସକୁ ଗ୍ରାହକମାନେ ସୁଯୋଗ ଭାବେ ଦେଖୁଛନ୍ତି। ସୋମବାର ଦର ଅନୁଯାୟୀ, ୧୮ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୧,୨୦,୪୫୦ ଟଙ୍କା ରହିଥିବା ବେଳେ ୨୦ କ୍ୟାରେଟ ସୁନା ଭରି ପିଛା…

Read More