Author: TRUPTIMAYEE SAHOO

ଭାରତୀୟ ଜନତା ପାର୍ଟି (ବିଜେପି) ଘରୋଇ ରନ୍ଧନ ଗ୍ୟାସ୍ ମୂଲ୍ୟରେ ସମ୍ପ୍ରତି ବୃଦ୍ଧି ସମ୍ପର୍କରେ ବିରୋଧୀ ଅଭିଯୋଗର ଜବାବ ଦେଇଛି । ଦଳ କହିଛି ଯେ ,’ଭାରତରେ ଲୋକଙ୍କୁ ବିଶ୍ୱର ଅନେକ ଦେଶ ତୁଳନାରେ ରୋଷେଇ ଗ୍ୟାସ୍ ଏବେ ବି କମ୍ ହାରରେ ଉପଲବ୍ଧ କରାଯାଉଛି।’ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ୨୯ଟଙ୍କା ବୃଦ୍ଧି ପରେ ବିରୋଧୀଙ୍କ ସମାଲୋଚନାକୁ ନେଇ ବିଜେପି ରଖିଛି ପ୍ରତିକ୍ରିୟା । ତିନି ମାସ ମଧ୍ୟରେ ଦ୍ୱିତୀୟ ବୃଦ୍ଧି ଏହା ତିନି ମାସ ମଧ୍ୟରେ ଦ୍ୱିତୀୟ ମୂଲ୍ୟ ବୃଦ୍ଧି, କାରଣ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ବିଶ୍ୱ ଶକ୍ତି ଖର୍ଚ୍ଚ ବୃଦ୍ଧିର ଚାପ ସହିତ ସଂଘର୍ଷ କରୁଛନ୍ତି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ,’ବିଶ୍ୱ ଶକ୍ତି ସଙ୍କଟ ସତ୍ତ୍ୱେ, ସରକାର ରନ୍ଧନ ଗ୍ୟାସ୍ ମୂଲ୍ୟ ଉଲ୍ଲେଖନୀୟ ଭାବରେ କମ୍ ରଖିଛନ୍ତି।’ ବିରୋଧୀମାନେ ହଙ୍ଗାମା କରୁଛନ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମ…

Read More