Author: TRUPTIMAYEE SAHOO

ୟୁରୋପୀୟ ସଂଘର ଏକ ଉଚ୍ଚସ୍ତରୀୟ ‘ଟିମ୍ ୟୁରୋପ’ ପ୍ରତିନିଧିମଣ୍ଡଳ ଜୁନ୍ ୮ରେ କରିଛନ୍ତି ଆସାମ ଗସ୍ତ । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ଉତ୍ତର-ପୂର୍ବ ରାଜ୍ୟ ଏବଂ ୟୁରୋପ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ କରିବା । ଏହି ପ୍ରତିନିଧିମଣ୍ଡଳରେ EU ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତ, ବରିଷ୍ଠ ଅଧିକାରୀ ଏବଂ ୟୁରୋପର ପ୍ରମୁଖ ବ୍ୟବସାୟ ନେତାମାନେ ସାମିଲ ହୋଇଛନ୍ତି । ପ୍ରତିନିଧିମଣ୍ଡଳରେ ଭାରତ ଏବଂ ଭୁଟାନରେ EU ରାଷ୍ଟ୍ରଦୂତ ହର୍ଭେ ଡେଲଫିନ୍, ବିଭିନ୍ନ ୟୁରୋପୀୟ ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ଉପସ୍ଥିତ ରହିଛନ୍ତି । ନିବେଶ ଏବଂ ବାଣିଜ୍ୟ ପାଇଁ ନୂତନ ମାର୍ଗ ଅନୁସନ୍ଧାନ କରିବା ପାଇଁ ଦଳ ଆସାମ ସରକାର ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ବୈଠକ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । କ’ଣ ପାଲଟିବ ଆଲୋଚନାର ବିଷୟ ? ଗସ୍ତ ସମୟରେ, ନବୀକରଣୀୟ ଏବଂ ସବୁଜ ଶକ୍ତି,…

Read More