Author: TRUPTIMAYEE SAHOO

ବଲିଭିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯାହାରେ ୧୫ ଜଣଙ୍କର ମୃତ୍ୟୁ ଓ ୩୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବଲିଭିଆ ବାୟୁସେନାର ବିମାନ ଦ୍ୱାରା ଚାଲିଥିବା ଓ ରାଜଧାନୀ ଲା ପାଜ ନିକଟରେ ଥିବା  ଏଲ ଅଲଟୋ ଅଞ୍ଚଳରେ ଘଟିଥିବା ବୋଲି ଖବର ମିଳିଛି। ସୂଚନା ଅନୁସାରେ, ବିମାନଟି ସାନଷ୍ଟା କ୍ରୁଜରୁ ଉଡ଼ାଣ ପ୍ରାରମ୍ଭ କରିଥିଲା । ଲ୍ୟାଣ୍ଡିଂ ସମୟରେ ବିମାନଟି ରନୱେରୁ ବାହାରି ଆଭେନ୍ୟୁ ଉପରେ ଖସିଯାଇଥିଲା ।  ଯାହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଦୁର୍ଘଟଣା ପରେ ଲ ଅଲଟୋ ଆନ୍ତର୍ଜାତୀୟ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ବିମାନଟିରେ ବଲିଭିଆ ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ ନିଆଯାଉଥିଲା। ପ୍ରାଥମିକ ତଦନ୍ତରୁ ପ୍ରକାଶ ପାଇଛି ଯେ, ବିମାନ ଖରାପ ପାଗ ଓ ଅସୁବିଧାଜନକ ପରିସ୍ଥିତିରେ ଲ୍ୟାଣ୍ଡିଂ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ବିମାନ ଚାଳକ ଓ ଏୟାର କ୍ରୁ…

Read More