Author: TRUPTIMAYEE SAHOO

ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଦେଇଛି। ପ୍ରଥମ ପ୍ରାର୍ଥୀ ଭାବରେ କର୍ପୋରେଟ୍‌ ଜଗତରୁ ରାଜନୀତିକୁ ପ୍ରବେଶ କରିଥିବା ଓ ପୂର୍ବରୁ କଟକ ଲୋକସଭା ନିର୍ବାଚନରେ ବିଫଳ ହୋଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ହେଲା। ଦ୍ୱିତୀୟ ପ୍ରାର୍ଥୀ ଭାବେ ବିଶିଷ୍ଟ ଚିକିତ୍ସକ ଦତ୍ତେଶ୍ୱର ହୋତାଙ୍କୁ ମଞ୍ଚରେ ଆଣାଗଲା। ଦଳୀୟ ଗଣିତ ଅନୁସାରେ ବିଜେଡିର ମାତ୍ର ୧୮ଟି ବଳକା ଭୋଟ ସମର୍ଥନରେ ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା ନିଶ୍ଚିତ ଭାବରେ ଏକ ରାଜନୀତିକ ସଂକେତ ଦେଉଛି। କିନ୍ତୁ ଏହି ଘୋଷଣା ଦଳର ଅନେକ ବରିଷ୍ଠ ନେତାଙ୍କୁ ହତାଶ୍‍ କରିଛି—ଏହା ମଧ୍ୟ ଏକ ଖୋଲା ଗୁପ୍ତ କଥା। ଏବେ ପ୍ରଶ୍ନ— ଦଳୀୟ ନିଷ୍ପତ୍ତି କ’ଣ ସଂଗଠନର ମୂଲ୍ୟାୟନ ଉପରେ ଭିତ୍ତି କରି ହୋଇଛି? ନା ଏହା ଏକ କେନ୍ଦ୍ରୀକୃତ ଶକ୍ତିର ପରିଣାମ? ପ୍ରାର୍ଥୀ ଚୟନ: ନୂଆ ମୁହଁ, ପୁରୁଣା ଅସନ୍ତୋଷ ପ୍ରଥମ ପ୍ରାର୍ଥୀ ଭାବରେ…

Read More