Author: TRUPTIMAYEE SAHOO

ସଂପ୍ରତି  ମିଡ଼ଲ ଇଷ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଇସ୍ରାଏଲ ଏବଂ ଆମେରିକା ମିଶି ଇରାନ ଉପରେ ଆକ୍ରମଣ କରିଛନ୍ତି। ଖବର ଅନୁଯାୟୀ, ତେହରାନ ସହିତ ୩୦ଟି ସ୍ଥାନରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପରେ ଇରାନର ସୁପ୍ରିମ୍ ଲିଡର ଆୟାତୁଲ୍ଲା ଅଲ୍ଲୀ ଖେମିନିଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଘଟଣା ସୂଚନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ଇରାନର ବଡ଼ କମାଣ୍ଡର ମୃତ୍ୟୁ ହୋଇଛି। ଏହି ପରିସ୍ଥିତିରେ ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି। ଏହାରେ ସବୁ ଭାରତୀୟଙ୍କୁ ସାବଧାନ ଓ ସତର୍କ ରହିବାରେ ପରାମର୍ଶ ଦିଆଯାଇଛି। ଏହି ସୁରକ୍ଷା ସୂଚନା ଅନୁଯାୟୀ, ଇସ୍ରାଏଲରେ ଥିବା ଭାରତୀୟଙ୍କୁ ଅତ୍ୟନ୍ତ ସାବଧାନ ଓ ସତର୍କ ରହିବାର ଅନୁରୋଧ କରାଯାଇଛି। ସେମାନେ ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଓ ସୁରକ୍ଷା ନିୟମକୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନ ଏବଂ ସୁରକ୍ଷାକୁ ନିଶ୍ଚିତ କରିପାରିବେ। ଇସ୍ରାଏଲ ଏବଂ ଆମେରିକାଙ୍କ ଆକ୍ରମଣ ‘ସିଲ୍ଡ…

Read More