Author: TRUPTIMAYEE SAHOO

ସାଧାରଣତଃ ଆମେ ଡାଳିମ୍ବ ଖାଇ ସାରିଲେ ଏହାର ଚୋପାକୁ ଅବହେଳାରେ ଫିଙ୍ଗି ଦେଉଛୁ। କିନ୍ତୁ ଡାଳିମ୍ବ ଯେପରି ସ୍ୱାଦିଷ୍ଟ ଏବଂ ପୋଷକତତ୍ୱରେ ଭରପୂର । ସେହିପରି ଏହାର ଚୋପା ମଧ୍ୟ ଅନେକ ଔଷଧିୟ ଗୁଣରେ ଭରିଥାଏ । ଡାଳିମ୍ବରେ ଡାଏଟାରୀ ଫାଇବର, ଜିଙ୍କ, ପୋଟାସିୟମ୍, ଓମେଗା–୬ ଫ୍ୟାଟି ଏସିଡ୍ ଓ ଆଇରନ୍ ପରି ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ୱ ଥାଏ, ଯାହା ଶରୀରରେ ରକ୍ତ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଡାଳିମ୍ବ ଚୋପାରୁ ପ୍ରସ୍ତୁତ ଚା’ ମୋଟାପଣ କମାଇବାରେ ଏବଂ ଶରୀରରୁ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ଉପକାରୀ। ଏହି ଚୋପାରେ ଭରପୂର ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାର୍ଯ କରେ। ତେଣୁ ଆଗାମୀ ଦିନରେ ଡାଳିମ୍ବ ଚୋପାକୁ ଅବହେଳା କରିବା ପୂର୍ବରୁ ଏହାର ଉପକାରିତା ନିଶ୍ଚୟ ଜାଣିବା ଆବଶ୍ୟକ। କିପରି ପ୍ରସ୍ତୁତ କରିବେ ଡାଳିମ୍ବ ଚୋପାର ଚା’? ପ୍ରଥମେ ଡାଳିମ୍ବ…

Read More