Author: TRUPTIMAYEE SAHOO

ଗତ ଦୁଇଦିନ ଧରି ହେବ ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଚାଲିଛି ଟଣାଓଟରା। ପରସ୍ପର ପ୍ରତି ସମର ଡାକରା ସାରାବିଶ୍ୱବାସୀଙ୍କୁ କରିଛି ହଟହଟା। ବର୍ତ୍ତମାନ ଇରାନ-ଇସ୍ରାଏଲ୍ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବିଶ୍ଵବ୍ୟାପୀ ହୋଇଥିବାବେଳେ ବଢ଼ିଛି ଅନେକ ଦେଶର ଆମଦାନୀ ହେଉଥିବା ମାଲର ଦର। ତୈଳ ଓ ସୁନା ଭଳି ଜିନିଷର ଦର ବଢ଼ିଥିବାବେଳେ ତଳକୁ ଖସିଛି ଷ୍ଟକ୍‍ ମାର୍କେଟର ପାରଦ। ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରେ ଅନ୍ତର୍ଜାତୀୟ ବଜାରରେ ୧୦% ବଢ଼ିଛି ଅଶୋଧିତ ତୈଳ ଦର। ଦର ବଢ଼ି ୮୦ ଡଲାରରେ ପହଞ୍ଚିଥିବାବେଳେ ଏହା ୧୦୦ ଡଲାର ଛୁଇଁପାରେ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ତେବେ ଏହା ମଧ୍ୟରେ ପଛରେ ରହିନି ସୁନା। ପୁଣି ୩ ପ୍ରତିଶତ ଯାଏଁ ବଢ଼ିଛି ଉଭୟ ସୁନା ଓ ରୁପା। ଏଥି ମଧ୍ୟରେ ୨୪ କ୍ୟାରେଟ ସୁନା ୫ ହଜାର ଓ ରୁପା ୯ହଜାର ଟଙ୍କାକୁ ବୃଦ୍ଧି ପାଇଛି। ବର୍ତମାନ ୧୦ ଗ୍ରାମ୍…

Read More