Author: Ayesha Debnath

Bipasha Basu Birthday : ବିଶ୍ୱାସ କରାଯାଏ ଯେ ନାୟିକା ହେବା ପାଇଁ ପତଳା ଶରୀର ଏବଂ ଗୋରା ରଙ୍ଗ ରହିବା ଆବଶ୍ୟକ । ପ୍ରତ୍ୟେକ ଅଭିନେତ୍ରୀଙ୍କ ପାଇଁ ଏହି ମାନଦଣ୍ଡ ସ୍ଥିର କରାଯାଇଛି । ତେବେ ଅନେକ ଅଭିନେତ୍ରୀ ଏହି ନିର୍ଦ୍ଧାରିତ ମାନଦଣ୍ଡକୁ ଭାଙ୍ଗି ନିଜର ଅଭିନୟ ପ୍ରତିଭାର ପ୍ରମାଣ ଦେଇଛନ୍ତି । ଏହି ତାଲିକାର ଜଣେ ନାମ ବିପାଶା ବସୁ। ବିପାଶା ବସୁ ନିଜର ଅଭିନୟ ଓ ବୋଲ୍ଡ ଷ୍ଟାଇଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ହେଉଛି ତାଙ୍କର ଜନ୍ମଦିନ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ… ଦିଲ୍ଲୀରେ ପ୍ରାଥମିକ ଶିକ୍ଷା ବିପାଶା ବସୁ ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଅଭିନୟ ଦୁନିଆକୁ ଆସିଥିଲେ । ସେ ୭ ଜାନୁଆରୀ ୧୯୭୯ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ବଙ୍ଗୀୟ ପରିବାରରୁ ଆସିଛନ୍ତି। ବିପାଶା ୮ ବର୍ଷ ବୟସ…

Read More