Author: Ayesha Debnath

Blue Eyes: ଆଜିକାଲିର ସମୟରେ ଫ୍ୟାସନରେ ଅନେକ ପରିବର୍ତ୍ତନ ଆସିଛି। ଲୋକମାନେ ତାଙ୍କ କେଶର ରଙ୍ଗ ପରିବର୍ତ୍ତନ କରିବା ସହ ନିଜ ଆଖିର ରଙ୍ଗ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାରର ଲେନ୍ସର ବ୍ୟବହାର କରିଥାନ୍ତି। ହେଲେ ପ୍ରକୃତରେ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗର ଆଖି ଆମକୁ ଦେଖିବାକୁ ମିଳେ। ଏ ଦୁନିଆରେ ନୀଳ ଆଖିଥିବା ଲୋକମାନେ ଯେତେ କମ୍ ଅଛନ୍ତି, ତାହାଠୁ ଅଧିକ ତାଙ୍କ ବିଷୟରେ ଚର୍ଚ୍ଚା ହୋଇଥାଏ । ସେ ବିଶ୍ୱବ୍ରାହ୍ମଣ୍ଡ୍ୟ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ହେଉ କି ଅନ୍ୟ କେହି ନୀଳ ନୟନା, ଏମାନଙ୍କ ଆଖିରେ ଫିଦା ହୋଇଯାଏ ସମ୍ପୂର୍ଣ୍ଣ ବିଶ୍ୱ। ବୈଜ୍ଞାନିକଙ୍କ ଅନୁଯାୟୀ, ବିଶ୍ୱରେ ମୋଟ ୮ ରୁ ୧୦ ପ୍ରତିଶତ ଲୋକ କେବଳ ନୀଳ ଆଖି ଥିବା ଲୋକ ଅଟନ୍ତି । ମାତ୍ର ଏହି ଲୋକଙ୍କ ବୟସ ବଢିବା ସାଙ୍ଗକୁ ସେମାନଙ୍କ ଏ ନୀଳ ରଙ୍କ ଗାୟବ ବା…

Read More