Author: Ayesha Debnath

Abhijeet Bhattacharya: କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ନିଜର ବିବାଦୀୟ ବିବୃତ୍ତି ପାଇଁ ଲାଇମ୍‌ ଲାଇଟକୁ ଆସିଛନ୍ତି। ଯେଉଁଥିପାଇଁ ତାଙ୍କୁ ଆଇନଗତ ଲଢ଼େଇ ମଧ୍ୟ ଲଢିବାକୁ ପଡ଼ିପାରେ । ନିକଟରେ ସେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ପୋଡ଼କାଷ୍ଟରେ ଏକ ବୟାନ ଦେଇଥିଲେ ଯେଉଁଥିରେ ସେ ମହାତ୍ମା ଗାନ୍ଧୀ ଏବଂ ପାକିସ୍ତାନ ଉପରେ ମନ୍ତବ୍ୟ ଦେଇଥିଲେ। ଏବେ ତାଙ୍କର ଏହି ମନ୍ତବ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିବାରେ ଲାଗିଛି। କଣ୍ଠଶିଳ୍ପୀଙ୍କୁ ମିଳିଲା ଆଇନଗତ ନୋଟିସ୍ ନିକଟରେ ଅଭିଜିତ ଭଟ୍ଟାଚାର୍ଯ୍ୟ ଶୁଭଙ୍କର ମିଶ୍ରଙ୍କ ପୋଡ଼କାଷ୍ଟରେ ନଜର ଆସିଥିଲେ । ତାଙ୍କ ମତରେ ମହାତ୍ମା ଗାନ୍ଧୀଙ୍କ ଠାରୁ ମ୍ୟୁଜିକ୍ କମ୍ପୋଜର ଆରଡ଼ି ବର୍ମନ ବଡ଼ ଥିଲେ। ମହାତ୍ମା ଗାନ୍ଧି ଯେମିତି ଜାତିର ପିତା ଥିଲେ, ଆରଡ଼ି ବର୍ମନ ସଙ୍ଗୀତ ଜଗତରେ ଜାତିର ପିତା ଥିଲେ। ମହାତ୍ମା ଗାନ୍ଧୀ ପାକିସ୍ତାନର ଜାତିର ପିତା ଥିଲେ, ଭାରତର ନୁହେଁ। ଭାରତ ପୂର୍ବରୁ ଭାରତ ଥିଲା, କିନ୍ତୁ ପାକିସ୍ତାନ ସୃଷ୍ଟି…

Read More