Author: Ayesha Debnath

Lipstick: ଆଜିକାଲି ଲିପଷ୍ଟିକ ଲଗାଇବା ଏକ ଟ୍ରେଣ୍ଡ ପାଲଟିଛି । ମହିଳାମାନେ ଖାସ୍ କରି ନିଜକୁ ଏକ ଡିଫରେଣ୍ଟ ଲୁକ୍ ଦେବା ପାଇଁ ବିଭିନ୍ନ ପ୍ରକାର ଲିପଷ୍ଟିକ୍ ବ୍ୟବହାର କରୁଥାନ୍ତି । ମାର୍କେଟରେ ମଧ୍ୟ ଅନେକ ଭେରାଇଟିର ଲିପଷ୍ଟିକ ଉପଲବ୍ଧ ରହିଛି । ତେବେ ଆମେ ସାଧାରଣତଃ ଜାଣିଛେ ମହିଳାଙ୍କ ଚାଲିଚଳଣରୁ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଜଣାପଡ଼ିଥାଏ । ତେବେ କେବଳ ଚାଲିଚଳଣ ନୁହେଁ ବରଂ ମହିଳାଙ୍କ ଲିପଷ୍ଟିକ କଲର ମଧ୍ୟ ସେମାନଙ୍କ ପର୍ସନାଲିଟି ସମ୍ପର୍କରେ ଅବଗତ କରାଇଥାଏ । ଲାଲ୍ ରଙ୍ଗ ଯେଉଁ ମହିଳା ବ୍ରାଇଟ୍ ରେଡ୍ କଲରର ଲିପଷ୍ଟିକ ଲଗାଇବାକୁ ପସନ୍ଦ କରିଥାଆନ୍ତି ସେମାନେ ଖୁବ୍ ଆତ୍ମବିଶ୍ଵାସୀ ହୋଇଥାଆନ୍ତି। ଏମାନେ ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଆନ୍ତି । ଏମାନଙ୍କ ସ୍ଵଭାଵ ଖୁବ୍ ବୋଲ୍ଡ ଏବଂ ଉର୍ଜାବାନ ହୋଇଥାଆନ୍ତି । ଗୋଲାପୀ ରଙ୍ଗ ଏହି କଲରକୁ ସାଧାରଣତଃ ଗାର୍ଲି କଲର ବୋଲି କୁହାଯାଇଥାଏ । ଯେଉଁ ମହିଳା କିମ୍ବା ଝିଅଙ୍କର…

Read More