Author: Ayesha Debnath

Worship of Bats: ସମଗ୍ର ବିଶ୍ୱରେ ବ୍ୟାପିଥିବା ଅଧିକାଂଶ ମହାମାରୀ ବାଦୁଡ଼ି ଦ୍ୱାରା ହୋଇଥାଏ । ୨୦୨୦ରେ ବ୍ୟାପିଥିବା କୋରୋନା ଭୂତାଣୁ ହେଉ କିମ୍ବା ନିପା ଭାଇରସ । ତେବେ ବାଦୁଡ଼ି କରୋନା ଭାଇରସ୍ ବ୍ୟାପିବାର କାରଣ ନା ଏହା କିଛି ବିପଜ୍ଜନକ ରାସାୟନିକ ପଦାର୍ଥ ତାହା ସ୍ପଷ୍ଟ ହୋଇନାହିଁ। ଆମ ଦେଶରେ ବାଦୁଡ଼ିକୁ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ, ଯେଉଁଥିପାଇଁ ଲୋକମାନେ ସେମାନଙ୍କୁ ନିଜ ଘରେ ପ୍ରବେଶ କରିବାକୁ ଦିଅନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଆମ ଦେଶର ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଲୋକେ ବାଦୁଡ଼ିଙ୍କୁ ପୂଜା କରିଥାନ୍ତି । ବାଦୁଡ଼ିକୁ ଅଶୁଭ ମନେ କରିବା ସତ୍ତ୍ୱେ ଏହି ଗାଁର ଲୋକମାନେ ସେମାନଙ୍କୁ ପୂଜା କରିଥାନ୍ତି । ବିହାରର ଏକ ଗାଁରେ ବାଦୁଡ଼ିଙ୍କୁ ପୂଜା କରାଯାଏ । ବାସ୍ତବରେ, ବିହାରର ବୈଶାଳୀ ଜିଲ୍ଲାରେ ସରସାଇ ନାମକ ଏକ ଗାଁ ଅଛି…

Read More