Author: Ayesha Debnath

python: ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳେ । ସେଥିମଧ୍ୟରୁ ପାଇଥନ୍ ଏପରି ଏକ ପ୍ରାଣୀ ଯାହାକି ନିଜଠାରୁ ବଡ଼ ପଶୁମାନଙ୍କୁ ମଧ୍ୟ ଗିଳିପାରେ । କିନ୍ତୁ ଆପଣ ଜାଣନ୍ତି କି, କୌଣସି ପ୍ରାଣୀକୁ ଗିଳିବା ପରେ ପାଇଥନ୍ କିପରି ତାହାକୁ ହଜମ କରେ? ଅଜଗରକୁ ବିପଜ୍ଜନକ ପ୍ରାଣୀ ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ, କାରଣ ଏହା ସମ୍ମୁଖୀନ ହେଲେ ବଡ଼ ପଶୁମାନଙ୍କୁ ନିପାତ କରିପାରେ । ଅଜଗରର ନିଜ ଆକାରର ଛଅ ଗୁଣ ଥିବା ପଶୁମାନଙ୍କୁ ଗିଳିବାର କ୍ଷମତା ଥାଏ । ଅଜଗରର ମୁହଁର ବିଶେଷ ଆକାର ପାଇଁ ନିଜ ଅକାରାରୁ ବଡ଼ ପ୍ରାଣୀକୁ ଗିଳି ଦେଇଥାଏ । କିନ୍ତୁ ପ୍ରଶ୍ନ ଉଠୁଛି ଅଜଗରମାନେ ନିଜଠାରୁ ବଡ଼ ପଶୁଙ୍କୁ ପୂରା ଗିଳିବା ପରେ କିପରି ହଜମ କରିଥାଏ? କାରଣ ସେମାନେ ନିଜ ଖାଦ୍ୟକୁ ବିନା ଚୋବାଇ ପୂରା ଗିଳି ଦିଅନ୍ତି । ଆପଣ…

Read More