Author: Ayesha Debnath

Sanjay Dutt: ସଞ୍ଜୟ ଦତ୍ତ ବଲିଉଡ଼ର ଜଣେ ଜଣାଶୁଣା ସୁପରଷ୍ଟାର । ତାଙ୍କ ବୃତ୍ତିଗତ ଜୀବନ ଯେତିକି ସଫଳ ଥିଲା, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦୀୟ ଥିଲା। ସଞ୍ଜୟ ଦତ୍ତ ନିଜର ଏକ ବୟାନ ଦେଇ ସମତଙ୍କ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଜଣେ ଅଭିନେତ୍ରୀଙ୍କ ସହ ଚତୁର୍ଥ ବିବାହ ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା କିଏ ଏହି ଅଭିନେତ୍ରୀ? ସଞ୍ଜୟ ଦତ୍ତ ଏହି ଅଭିନେତ୍ରୀଙ୍କୁ ତାଙ୍କର ଚତୁର୍ଥ ପତ୍ନୀ କରିବାକୁ ଚାହୁଁଥିଲେ ଏକ ସାକ୍ଷାତକାରରେ ସଞ୍ଜୟ ଦତ୍ତ କହିଛନ୍ତି ଯେ, ଦୀପିକା ପାଦୁକୋନ ୧୯୯୩ ରେ ଫିଲ୍ମ ”ଖଳନାୟକ”ର ପ୍ରସିଦ୍ଧ ଡ୍ୟାନ୍ସ ନମ୍ବର ‘ଚୋଲି କେ ପିଚେ’ରେ ମାଧୁରୀ ଦୀକ୍ଷିତଙ୍କ ଆଦର୍ଶ ବିକଳ୍ପ ହେବେ। କେଜିଏଫ-୨ ଅଭିନେତା ଏତିକିରେ ଅଟକି ନଥିଲେ, ସେ କଲ୍କି ୨୮୯୮ ଏଡ଼ି ଫିଲ୍ମରେ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । କେବଳ ସେତିକି ନୁହେଁ, ସେ ଏହା…

Read More