Author: Ayesha Debnath

Scam Alert! Mahakumbh: ସୋମବାରଠାରୁ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ୪୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯୋଗଦେବେ। ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ମେଳା ପୂର୍ବରୁ ଅନେକ ନକଲି ୱେବସାଇଟ୍ ମେଳା ପାଇଁ ବୁକିଂ ଓ ଦାନ ନାଁରେ ଲୋକଙ୍କୁ ଠକି ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱାଡର ସାଇବର କ୍ରାଇମ ପୋଲିସ ଜନସାଧାରଣଙ୍କୁ ସତର୍କ କରିଛି। ଏଭଳି ନକଲି ୱେବସାଇଟ୍ ପ୍ରତି ଲୋକମାନେ ସତର୍କ ରହିବା ଆବଶ୍ୟକ ବୋଲି ପୁଲିସ କହିଛି। ଆଡ଼ଭାଇଜରି ଜାରି କଲା ପୋଲିସ କୁମ୍ଭମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଆସ୍ଥାର ଫାଇଦା ଉଠାଇବା ପାଇଁ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଅନେକ ନକଲି ୱେବସାଇଟ୍, ଲିଙ୍କ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ତିଆରି କରାଯାଇଛି ବୋଲି ପୁଲିସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ…

Read More