Author: Ayesha Debnath

Milk: ଶିଶୁମାନଙ୍କର ପ୍ରଥମ ଆହାର ହୋଇଥାଏ କ୍ଷୀର । ଶିଶୁ ଠାରୁ ବୃଦ୍ଧ ଯାଏ ସମସ୍ତଙ୍କର ଦିନ ଚର୍ଯ୍ୟାର ଏକ ଅଭିନ୍ନ ଅଙ୍ଗ। ଏଥିରେ ଥିବା ଉପକରଣଗୁଡିକ ଯେପରି କି କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ ଆଦି ଆମ ଶରୀର ପାଇଁ ଆବଶ୍ୟକ ଉପକରଣ । ଏହି କାରଣ ପାଇଁ ସମସ୍ତଙ୍କର ଘରେ କ୍ଷୀର ପିଇବା ପାଇଁ କୁହାଯାଇଥାଏ । କିଛି ମା’ମାନେ ସକାଳେ ତାଙ୍କ ଶିଶୁଙ୍କୁ କ୍ଷୀର ଓ ବିସ୍କୁଟ୍ ଖୁଆଇ ସ୍କୁଲ୍ ପଠାଇଥାନ୍ତି ଓ କିଛି ଜଣ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଆଇଥାନ୍ତି । ଅଧିକାଂଶ ଘରେ କ୍ଷୀର ସକାଳ ବ୍ରେକଫାଷ୍ଟର ଏକ ମୁଖ୍ୟ ଅଂଶ ହୋଇଥାଏ । ଏବଂ ଯଦି ଶିଶୁମାନେ ବ୍ରେକଫାଷ୍ଟ କରିବାରେ ଅନିଚ୍ଛା କରନ୍ତି ତେବେ ଶିଶୁଙ୍କୁ ପିଆଇ ଦେଇଥାନ୍ତି ମା’ମାନେ । କିନ୍ତୁ ସକାଳେ ଖାଲି ପେଟରେ କ୍ଷୀର ପିଇବା ଠିକ କି ଭୁଲ ଆସନ୍ତୁ ଜାଣିବା । ଖାଲି ପେଟରେ…

Read More