Author: Ayesha Debnath

World Water Day: ବଞ୍ଚିବା ପାଇଁ ପାଣି ଏକ ଆବଶ୍ୟକୀୟ ଉପକରଣ । ପାଣି ବିନା ମଣିଷ ହେଉ କି ପଶୁ କେହି ବଞ୍ଚି ପାରିବେ ନାହିଁ । ସଫା ପିଇବା ପାଣି ଉପରେ ପ୍ରତ୍ୟେକର ଅଧିକାର ଏବଂ ସମସ୍ତଙ୍କର ଆବଶ୍ୟକତା ଅଛି। ଖାଦ୍ୟ ନ ଥିଲେ ମାନବ କିଛି ଦିନ ବଞ୍ଚି ପାରିବ, କିନ୍ତୁ ପାଣି ବିନା ବଞ୍ଚି ପାରିବ ନାହିଁ। ଗ୍ଲୋବାଲ୍ ୱାର୍ମିଂ ଏବଂ ଅନ୍ୟାନ୍ୟ କାରଣ ପାଇଁ ପ୍ରତିଦିନ ପାଣି କମି କମି ଯାଉଛି । କିନ୍ତୁ କିଛି ଦେଶ ଅଛି, ଯେଉଁଠାରେ ସଫା ପାଣି ପାଇଁ କୌଣସି ପ୍ରୟାସ କରିବାକୁ ପଡେ ନାହିଁ ଏବଂ ସେଗୁଡିକୁ ସହଜରେ ପାଇଁ ପାରିବେ। ମାର୍ଚ୍ଚ ୨୨ରେ ବିଶ୍ୱ ଜଳ ଦିବସ ପାଳନ କରାଯାଏ। ଆଜି ଆମେ ଆପଣଙ୍କୁ ସେହି ଦେଶମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ସଫା ପାଣି ସହଜରେ ମିଳେ, ଏହି ତାଲିକାରେ ଭାରତର କେତେ ନମ୍ବର।…

Read More