Author: Ayesha Debnath

Nadir Shah: ଭାରତ ନିଜର ଅତୀତରେ ଅନେକ ଆକ୍ରମଣକାରୀଙ୍କୁ ଦେଖିଛି। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ପାରସ୍ୟ (ବର୍ତ୍ତମାନ ଇରାନ)ର ନାଦିରଶାହ। ୧୭୩୯ ମାର୍ଚ୍ଚରେ ନାଦିରଶାହ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ କର୍ଣ୍ଣାଲରେ ମୋଗଲ ସେନାକୁ ଦୟନୀୟ ଭାବେ ପରାସ୍ତ କରିଥିଲା। ଏହାପରେ ସେ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ୧୭୩୯ ମାର୍ଚ୍ଚ ୨୨ରେ ସେଠାରେ ଗଣହତ୍ୟାର ଆଦେଶ ଦେଇଥିଲା। ଦିଲ୍ଲୀରୁ ବହୁତ ସମ୍ପତ୍ତି ଏବଂ ହୀରା-ମୋତି ଲୁଟି ନିଜ ସହିତ ନେଇ ନାଦିର ଶାହା ଇରାନ ଫେରିଯାଇଥିଲା । ନାଦିର ଶାହାର ଦିଲ୍ଲୀ ବିଜୟ ଓ ଲୁଟ୍ ଥିଲା ମୋଗଲ ସାମ୍ରାଜ୍ୟର କବର ଉପରେ ଶେଷ କଣ୍ଟା । ନାଦିର ଶାହାର ଆକ୍ରମରୁ ମୋଗଲ ଓ ଦିଲ୍ଲୀ କେବେ ଉବୁରି ପାରିନଥିଲା । ମାତ୍ର କେଇ ଦଶନ୍ଧୀ ମଧ୍ୟରେ ମୋଗଲ ସମ୍ରାଟ ମାନେ ଦିଲ୍ଲୀ ସାମ୍ରାଜ୍ୟ ଭାବେ ମାତ୍ର କେଇଖଣ୍ଡ ଗାଁର ଶାସକ ହୋଇ ରହିଗଲେ । ଆସନ୍ତୁ…

Read More