Author: Ayesha Debnath

Jajpur: ଯାଜପୁରରେ ବିକ୍ରି ହେଉଛି ଗୋମାଂସ ବିରିୟାନୀ । ଧରା ପଡିଲେ ଦୁଇ ଯୁବକ । ଧରା ପଡିବା ପରେ ଓଡ଼ିଶାରେ ଗୋମାଂସ ଖାଇବା କ’ଣ ମନା ବୋଲି ପଚାରିଥିଲେ ଯୁବକ । ଯୁବକଙ୍କ କଥା ଶୁଣିବା ପରେ ବିବାଦ ବଢ଼ିବାରେ ଲାଗିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୋଲିସକୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରିଥିଲେ । ବଜାରରେ ଏବେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ବହୁଳ ମାତ୍ରାରେ ବିକ୍ରି ହେବାରେ ଲାଗିଲାଣି । ଖାଦ୍ୟ ସୁରକ୍ଷା ବିଭାଗ ଆଖିରେ ଧୂଳି ଦେଈ ବିକ୍ରି ଚାଳିଛି ଗୋ ମାଂସ ବିରୀୟାନୀ । ବ୍ୟାସନଗର ସ୍ଥିତ ଅହମଦ ନଗରରେ ଗଢି ଉଠିଛି ବେଆଇନ ଭାବାରେ ଅନେକ ଗୁଡ଼ିଏ ବିରିଆନୀ ହୋଟେଲ। ଯେଉଁ ହୋଟେଲ ଗୁଡିକ ଖୁଲମ୍ ଖୁଲା ଭବାରେ ବିକ୍ରି କରୁଛନ୍ତି ଅପମିଶ୍ରିତ…

Read More