Author: Ayesha Debnath

Baby Care: ଶିଶୁ ପାଇଁ ମା’ କ୍ଷୀର ଅମୃତ ସମାନ । ସେଥିପାଇଁ ଶିଶୁ ଜନ୍ମ ପରେ ଡାକ୍ତରମାନେ ଶିଶୁକୁ ମା’ କ୍ଷୀର ପିଏଇବାକୁ ପରାମର୍ଶ ଦେଇଥାନ୍ତି । ଶିଶୁକୁ ଛୋଟରୁ ବଡ଼ କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ। ତାଙ୍କର ଠିକ ଭାବରେ ଯତ୍ନର ଦେବା ନିହାତି ଜରୁରୀ ହୋଇଥାଏ । ଏଥି ସହ ଛୋଟ ପିଲାମାଙ୍କର ବହୁତ କିଛି ସମସ୍ୟା ହୋଇଥାଏ, ଯାହା ପିତାମାତା ଜାଣିପାରି ନଥାନ୍ତି । ସେଥିପାଇଁ ପିଲାମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ବର୍ତମାନ ସମୟରେ ଶିଶୁ ଜନ୍ମ ହେବାପରେ ମା’ମାନେ ତାଙ୍କୁ କ୍ଷୀର ପିଆଇବା ପାଇଁ ପସନ୍ଦ କରୁ ନାହାନ୍ତି । ଏହାସହ କ୍ଷୀର ନ ପିଆଇବାର ଅନେକ ଭିନ ଭିନ କାରଣ ମଧ୍ୟ ରହିଛି । ସେଥିପାଇଁ ସେମାନେ ତାଙ୍କୁ ବଜାରରେ ବିକ୍ରି ହେଉଥିବା ବୋତଲରେ କ୍ଷୀର ପିଆଇଥାନ୍ତି । ପିଲାଦିନୁ ଦାନ୍ତର ସଠିକ୍ ଯତ୍ନ ନେବା ଆବଶ୍ୟକ…

Read More