Author: Ayesha Debnath

Watermelon: ଖରାଦିନେ ବଜାରରେ ଅନେକ ପ୍ରକାରର ଋତୁକାଳୀନ ଫଳ ଦେଖିବାକୁ ମିଳେ । ଯାହା ଆମ ଦେଖ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥିଲା ବେଳେ ସହଜରେ ଉପଲବ୍ଧ ହୋଇଯାଏ । ଯେପରି ଆମ୍ବ, ତରଭୁଜ, ଲିଚୁ । ଆମ୍ବକୁ ଆମେ ବାହାରୁ ଦେଖି ଜାଣିପାରୁ ଯେ ଆମ୍ବ ଟି ପାଚିଛି ନା କଞ୍ଚା ଅଛି । ହେଲେ ତରଭୁଜକୁ ଯେତେ ଭଲକରି ଦେଖିଲେ ମଧ୍ୟ ଆମେ ଜାଣିପାରୁନା ଯେ ଏହା ପାଚିଛି ନା ନାହିଁ । ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ କହିବୁ କିଛି ଟ୍ରିକ୍ସ, ଯାହା ଦ୍ୱାରା ଆପଣ ସହଜରେ ଜାଣି ପାରିବେ ତରଭୁଜ ମିଠା ନା ନୁହେଁ। ବଜାରରେ ତରଭୁଜ କିଣିବା ପାଇଁ ଗଲେ ସବୁ ବେପାରୀ ବିକ୍ରି କରୁଥିବା ତରଭୁଜକୁ ମିଠା ବୋଲି କହିଥାଏ । ହେଲେ ବେଳେ ଆମେ ଠକାମିର ସାମ୍ନା କରିଥାଉ । ବାହାରୁ ଦେଖି ଆମକୁ…

Read More