Author: Ayesha Debnath

April New Rules: ଏପ୍ରିଲ ୧ରୁ ବଦଳିଯିବ ଅନେକ ନିୟମ। ଯେଉଁଥିପାଇଁ ରୋଷେଇ ଘରଠାରୁ ଆରମ୍ଭକରି ବ୍ୟାଙ୍କ ପର୍ଯ୍ୟନ୍ତ ସବୁ ଜିନିଷରେ ଏହାର ପ୍ରଭାବ ଦେଖାଯିବ । ଚଳିତ ବର୍ଷ ୧ ଏପ୍ରିଲ ଠାରୁ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ, ୟୁପିଆଇ ପେମେଣ୍ଟ ସେବା, ଜିଏସଟି ନିୟମ, ବ୍ୟାଙ୍କିଂ ପଲିସି ଏବଂ ଏଟିଏମ୍ ଟଙ୍କା ଉଠାଣ ଉପରେ ନୂତନ ସର୍ତ୍ତାବଳୀ ଲାଗୁ ହେବାକୁ ଯାଉଛି। ପ୍ରତି ମାସରେ ଏକ ତାରିଖରେ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ସମୀକ୍ଷା କରାଯାଏ। ସରକାରୀ ତୈଳ କମ୍ପାନୀଗୁଡ଼ିକ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିପାରନ୍ତି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏବଂ ଡଲାର-ଟଙ୍କା ବିନିମୟ ହାର ଆଧାରରେ ନୂତନ ଦର ସ୍ଥିର କରାଯାଏ। ଏହି ପରିବର୍ତ୍ତନର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକ ଏବଂ ବ୍ୟବସାୟ ଉପରେ ପଡ଼ିବ। ଯଦି ମୂଲ୍ୟ ବୃଦ୍ଧି ପାଏ ତେବେ ଏହା ପରିବାର ବଜେଟ୍ ଉପରେ…

Read More