Author: NAZMEEN PARWEEN

Pet Cats and Bird Flu :ଏଭିଆନ୍ ଇନଫ୍ଲୁଏଞ୍ଜାର ମାରାତ୍ମକ ଷ୍ଟ୍ରେନ୍, ଯାହାକୁ ପ୍ରାୟତଃ ଏଚ୍୫ଏନ୍୧ କୁହାଯାଏ, ୧୦୦ ନିୟୁତରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ ପାଇଁ ଦାୟୀ। ତେବେ ଏହା ମଣିଷକୁ ସହଜରେ ବ୍ୟାପିନଥାଏ, ବରଂ ସତର୍କ ରହିବା ଦରକାର। ଯଦି ଆପଣ ବି ବିଲେଇ ପାଳନ କରିବାକୁ ଭଲ ପାଆନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏକ ନୂତନ ଅଧ୍ୟୟନରେ ଚେତାବନୀ ଦିଆଯାଇଛି ଯେ ପୋଷା ବିଲେଇ ବାର୍ଡ ଫ୍ଲୁ ବ୍ୟାପିପାରେ । ଗତ ଅଢ଼େଇ ବର୍ଷ ହେବ ଆମେରିକାର କୁକୁଡ଼ା ଫାର୍ମଗୁଡ଼ିକରେ ଏହା ବିପର୍ଯ୍ୟୟ ସୃଷ୍ଟି କରିଛି। ଟେଲର ଆଣ୍ଡ ଫ୍ରାନ୍ସିସ୍ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି ଯେ ବିଲେଇମାନଙ୍କର ଗୋଟିଏ କିମ୍ବା ଦୁଇଟି ମ୍ୟୁଟେସନ୍ ଭୂତାଣୁ ଷ୍ଟ୍ରେନ୍କୁ ଅଧିକ ସହଜରେ ମଣିଷ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଏଭିଆନ୍ ଇନ୍ଫ୍ଲୁଏଞ୍ଜାର ମାରାତ୍ମକ ଷ୍ଟ୍ରେନ୍, ଯାହାକୁ ପ୍ରାୟତଃ ଏଚ୍ ୫ଏନ୍୧ କୁହାଯାଏ, ୧୦୦ ନିୟୁତରୁ ଅଧିକ ପକ୍ଷୀଙ୍କ…

Read More