Author: NAZMEEN PARWEEN

୨୦୨୪ ଜୁଲାଇରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ର ମୂଲ୍ୟ ୧୨୦.୮ ବିଲିୟନ ଡଲାର ଥିବା ବେଳେ ୨୦୨୪ ଡିସେମ୍ବରରେ ଏହା ୯୬.୭ ବିଲିୟନ ଡଲାରକୁ ଖସି ଆସିଛି । ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତି ୧୨୨.୩ ଡଲାରରୁ ହ୍ରାସ ପାଇ ୮୨.୧ ବିଲିୟନ ଡଲାରରେ ପହଞ୍ଚିଛି। ଭାରତର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କୁ ବଡ଼ ଝଟକା ଲାଗିଛି। ଏହି ଦୁଇ ଶିଳ୍ପପତିଙ୍କ ପାଇଁ ୨୦୨୪ ବର୍ଷ ଅର୍ଥନୈତିକ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଥିଲା। ବ୍ଲୁମବର୍ଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବେ ୧୦୦ ବିଲିୟନ ଡଲାର କ୍ଲବରୁ ବାଦ୍ ପଡ଼ିଛନ୍ତି। ବିଗତ କିଛି ମାସ ମଧ୍ୟରେ ଦୁହିଁଙ୍କ ସମ୍ପତ୍ତିରେ ଦ୍ରୁତ ହ୍ରାସ କେବଳ ସେମାନଙ୍କୁ କ୍ଲବରୁ ବାହାର କରିବାକୁ ବାଧ୍ୟ କରିନାହିଁ, ବରଂ ସେମାନଙ୍କ ବ୍ୟବସାୟ ସାମ୍ରାଜ୍ୟ ପାଇଁ ମଧ୍ୟ ନୂତନ…

Read More