Author: NAZMEEN PARWEEN

ଭାରତରେ ଯେବେବି ସେୟାର ମାର୍କେଟର କଥା ପଡେ ଓ ବଡ ନିବେଶକଙ୍କ ଚର୍ଚ୍ଚା ହୁଏ ରାକେଶ ଝୁନଝୁନୱାଲା, ରାଧାକୃଷ୍ଣ ଦମାନୀ ଓ ଡଲୀ ଖାନ୍ନାଙ୍କ ଭଳି ବଡ ଇନଭେଷ୍ଟରଙ୍କ ନାମ ସାମ୍ନାକୁ ଆସେ। ଏମାନଙ୍କୁ ଧନକୁବେର ମଧ୍ୟ କୁହାଯାଏ, କାରଣ କମ ପଇସା ନିବେଶ କରି ଏମାନେ କୋଟିକୋଟି ଟଙ୍କାର ଲାଭଅର୍ଜନ କରିଛନ୍ତି। ଆଜିକାଲି ଜଣେ ୨୩ ବର୍ଷ ବୟଷ୍କ ଯୁବକ ଶଙ୍କର୍ଷ ଚନ୍ଦା ବେଶ୍ ଚର୍ଚ୍ଚାରେ ଅଛନ୍ତି। ମାତ୍ର ଏତିକି ବୟସରେ ସେ ୧୦୦ କୋଟି ଟଙ୍କା ଆୟ କରିସାରିଲେଣି। ଏବେ ଆସନ୍ତୁ ଜାଣିବା ଶଙ୍କର୍ଷ ଚନ୍ଦାଙ୍କ ସମ୍ପର୍କରେ।  ଶଙ୍କର୍ଷ ହାଇଦ୍ରାବାଦରେ ରହନ୍ତି। ମାତ୍ର ୧୭ ବର୍ଷ ବୟସରୁ ସେ ସେୟାର ବଜାରରେ ନିବେଶ କରିଆସୁଛନ୍ତି। ପ୍ରାୟ ଦେଖାଯାଏ ସେୟାର ମାର୍କେଟରେ ଲୋକେ ସେମାନଙ୍କ ପୁଞ୍ଜି ହରାଉଛନ୍ତି। ହେଲେ ଶଙ୍କର୍ଷ ଏପରି ଲୋକଙ୍କଠାରୁ ଭିନ୍ନ ଓ ସେ ବହୁତ କମ ବୟସରୁ ସେୟାର ମାର୍କେଟରେ ନିବେଶ କରିବାର କୌଶଳ ଶିଖି…

Read More