Author: NAZMEEN PARWEEN

First Diabetes Biobank: ମଧୁମେହ ଏକ କ୍ରନିକ ରୋଗ ଯାହାକୁ ଦୂର କରାଯାଇପାରିବ ନାହିଁ । ଏହାକୁ ପରିଚାଳନା କରି ହିଁ ରୋଗୀଙ୍କୁ ରକ୍ଷା କରାଯାଇପାରିବ। ଯୁବପିଢ଼ିଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁଥିବା ମଧୁମେହକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ବାୟୋବ୍ୟାଙ୍କ ତିଆରି କରାଯାଇଛି । ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସବୁ ବୟସର ଲୋକ ଏହାର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ମାଡ୍ରାସ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏମ୍ ଡିଆର୍ ଏଫ୍ ) ମିଳିତ ଭାବେ ଚେନ୍ନାଇରେ ଥିବା ଭାରତର ପ୍ରଥମ ଡାଇବେଟିସ୍ ବାୟୋବ୍ୟାଙ୍କ ନିର୍ମାଣ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଏହି କ୍ରନିକ ରୋଗ ଉପରେ ଗବେଷଣା କରିବା ।ତେବେ ଆସନ୍ତୁ ଜାଣିବା ଏହି ବାୟୋବ୍ୟାଙ୍କ ଖୋଲିବା ଦ୍ୱାରା କ’ଣ ଫାଇଦା ମିଳିପାରିବ । ଡାଇବେଟିସ୍ ବାୟୋବ୍ୟାଙ୍କ ଖୋଲିଲେ କ’ଣ…

Read More