Author: NAZMEEN PARWEEN

ଆଖି ଡେଇଁବା ବା ଫଡ଼ ଫଡ଼ ହେବାକୁ ନେଇ ଅନେକ ଲୋକ ଶୁଭ ଓ ଅଶୁଭ ସଙ୍କେତ ରହିଥିବା ବିଶ୍ୱାସ କରନ୍ତି । କୁହାଯାଏ, ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥାଏ । ତେବେ କାହିଁକି ଆଖି ଡେଇଁଥାଏ ଆସନ୍ତୁ ସେ ବିଷୟରେ ଜାଣିବା… ଆଖି ଡେଇଁବା ଏକ ସାମାନ୍ୟ କଥା । ଏହା କିଛି ମୁହୂର୍ତ୍ତ ପାଇଁ ହୋଇପାରେ କିମ୍ବା ଗୋଟିଏ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଅଧିକ ସମୟ ପାଇଁ ଆଖି ଡେଇଁବା ଚିନ୍ତାଜନକ ହୋଇପାରେ । ବୈଜ୍ଞାନିକଙ୍କ ମତରେ ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁଥାଏ । ଚିକିତ୍ସା ଦ୍ୱାରା ଏହା ଭଲ ହୋଇପାରିବ । ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ସେହିପରି ଆଖିର…

Read More