Author: Purva Paksha

Nuclear Triad:  ନ୍ୟୁକ୍ଲିୟର ଟ୍ରାୟଡ ଏକ ଦେଶକୁ ଅଧିକ ସୁରକ୍ଷିତ କରିଥାଏ। ଏହା ଶତ୍ରୁକୁ ଆକ୍ରମଣ କରିବାରୁ ରୋକିଥାଏ ଏବଂ ଯଦି ଆକ୍ରମଣ ହୁଏ, ତେବେ ପ୍ରତିଆକ୍ରମଣ କରିବାର କ୍ଷମତା ପ୍ରଦାନ କରିଥାଏ। ଏହା ଏକ ଜଟିଳ ଓ ମହଙ୍ଗା ସିଷ୍ଟମ, କିନ୍ତୁ ଅନେକ ଦେଶ ପାଇଁ ଏହା ଜାତୀୟ ସୁରକ୍ଷାର ଏକ ମୁଖ୍ୟ ଅଂଶ। ପହଲଗାମ ଆକ୍ରମଣ ପରେ ଏହା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଆସନ୍ତୁ ଜାଣିବା:- ନ୍ୟୁକ୍ଲିୟର ଟ୍ରାୟଡ କ’ଣ, ଯାହା ଭାରତକୁ ଶକ୍ତିଶାଳୀ କରେ? ବିଶ୍ୱରେ ଆଉ କେଉଁ ଦେଶମାନଙ୍କ ପାଖରେ ଏହି ଅସୀମ ଶକ୍ତି ରହିଛି? ପାକିସ୍ତାନ କ’ଣ ଭାରତର ଏହି ଶକ୍ତି ଆଗରେ ଆଣ୍ଠେଇବ? ପହଲଗାମ ଆକ୍ରମଣ ପରେ ପାକିସ୍ତାନଠାରୁ ପ୍ରତିଶୋଧ ନେବାର ଦାବି ଜୋର ଧରିଛି। ଏପରି ପରିସ୍ଥିତିରେ ଯଦି ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରେ, ତେବେ ପାକିସ୍ତାନ ବିଚଳିତ ହୋଇ କିଛି ଭୟଙ୍କର ପଦକ୍ଷେପ ନେଇପାରେ। ଏହା ପରମାଣୁ…

Read More