Author: Purva Paksha

ବ୍ରିଟିଶ ଶାସନ କାଳରେ ଭାରତୀୟଙ୍କୁ ବିଭାଜନ କରିବା ପାଇଁ ଜାତିଭିତ୍ତିକ ବିଭାଜନର ମୂଳଦୁଆ ପଡ଼ିଥିଲା। ବ୍ରିଟିଶ ଶାସନ ସମୟରେ ଜିତିଭିତ୍ତିକ ବିକାଶ ନାଁରେ ୨ ଥର ଜନଗଣନା କରାଯାଇଥିଲା। ପ୍ରଥମେ ୧୯୩୧ ମସିହାରେ ଏବଂ ଦ୍ୱିତୀୟଟି ୧୯୪୧ ମସିହାରେ। କିନ୍ତୁ କେବଳ ୧୯୩୧ ମସିହାରେ ହିଁ ବିଭିନ୍ନ ଜାତି ଆଧାରରେ ସୂଚନା ସଂଗ୍ରହ ସମ୍ପୂର୍ଣ୍ଣ ହୋଇପାରିଥିଲା। ହେଲେ ୧୯୪୧ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ତଥ୍ୟ ନେଇ ରିପୋର୍ଟ ପ୍ରକାଶ ପାଇପାରିନଥିଲା। ୧୯୩୧ ଜାତିଭିତ୍ତିକ ଜନ ଗଣନା ଅନୁସାରେ ବିଭିନ୍ନ ବର୍ଣ୍ଣ ତଥା ଜାତି  ଆଧାରରେ ସମୁଦାୟ ଜନସଂଖ୍ୟାକୁ ବିଭକ୍ତ କରାଯାଇଥିଲା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏବଂ ଅସ୍ପୃଶ୍ୟ ବର୍ଗରେ ଜନସଂଖ୍ୟାକୁ ଚିହ୍ନଟ କରାଯାଇଥିଲା। ଏହା ବ୍ୟତୀତ, ବିଭିନ୍ନ ଜାତି ଓ ଉପଜାତିଗୁଡ଼ିକର ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଥିଲା। ଆସନ୍ତୁ ନଜର ପକାଇବା ଏହି ଜନଗଣନାରେ ଥିବା ପ୍ରମୁଖ ବିନ୍ଦୁ ଉପରେ:- ସେହି ଜନଗଣନା ଅନୁସାରେ, ଅନ୍ୟ ପଛୁଆ…

Read More