Author: Purva Paksha

ତେଜେଶ୍ୱର ପଟ୍ଟନାୟକ ଭାରତରେ ବାମପନ୍ଥୀ ଦଳଗୁଡ଼ିକର ପ୍ରଭାବ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି; ଯାହା ଭାରତର ରାଜନୈତିକ କ୍ଷେତ୍ରରେ ସେମାନଙ୍କର ନିର୍ବାଚନୀ ପ୍ରାସଙ୍ଗିକତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଗତ କିଛିଦଶନ୍ଧି ମଧ୍ୟରେ ସେମାନେ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ହରାଇଛନ୍ତି ଏବଂ ଏହି ଧାରା ନିକଟରେ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି। ଏକଦା ଶକ୍ତିଶାଳୀ ରାଜନୀତିକ ଶକ୍ତିଭାବେ ପରିଗଣିତ ବାମପନ୍ଥୀମାନେ ନିଜର ସମର୍ଥନ ଭିତ୍ତିଭୂମି, ନିର୍ବାଚନୀ ପ୍ରଦର୍ଶନ ଏବଂ ଆଦର୍ଶଗତ ଆକର୍ଷଣ ବଜାୟ ରଖିବାପାଇଁ ସଂଘର୍ଷ କରୁଛନ୍ତି। ୨୦୨୪ ଭାରତୀୟ ସାଧାରଣ ନିର୍ବାଚନ ଏହି ହ୍ରାସକୁ ସୂଚାଇ ଦେଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୨୯୩ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ବିରୋଧୀ ଗୋଷ୍ଠୀ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ୨୩୪ ଟି ଆସନରେ ବିଜୟୀ ହୋଇଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)…

Read More