Author: Purva Paksha

ଆଉ ଦିନକ ପରେ ଭାରତର ମହାକାଶ ଇତିହାସରେ ପୁଣିଥରେ ଯୋଡି ହେବ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଇସ୍ରୋ ଏବଂ ନାସାର ମିଳିତ ମିଶନ ଏଏକ୍ସ-୪ ଅନ୍ତର୍ଗତ ଭାରତର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଯାତ୍ରା କରିବେ। ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବର କ୍ଷଣ ହେବ କାରଣ ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଳା ହେବେ ମହାକାଶକୁ ଯାତ୍ରା କରିଥିବା ଦ୍ଵିତୀୟ ଭାରତୀୟ। ଏଏକ୍ସ-୪ ମିଶନ ଅନ୍ତର୍ଗତ ଏହି ଉତକ୍ଷେପଣକୁ ସେଥିରେ ବସିବାର ରିହର୍ସଲ ମଙ୍ଗଳବାର ତୃତୀୟ ଥର ପାଇଁ ଟଳାଯାଇ ଜୁନ ୧୧ରେ ସମୟ ଧାର୍ଯ୍ୟ କରାଯାଇଛି। ଖରାପ ପାଗ କାରଣରୁ ମିଶନକୁ ଦିନକ ପାଇଁ ଟାଳି ଦିଆଯାଇଥବା ଜଣାପଡ଼ିଛି। ଶୁଭାଂଶୁ ଏଏକ୍ସ-୪ ମିଶନରେ ଅନ୍ତର୍ଗତ ଆଇଏସଏସ ଯିବେ। ଏଲନ ମସ୍କଙ୍କ କଂପାନୀ ସ୍ପେସ ଏକ୍ସର ଡ୍ରାଗନ କ୍ୟାପସୁଲରେ ଶୁଭାଂଶୁ  ଓ ଅନ୍ୟ ମହାକାଶଚାରୀମାନେ ସ୍ପେସ ଷ୍ଟେସନକୁ ଯାତ୍ରା…

Read More