Author: Purva Paksha

DRDOର ପ୍ରୋଜେକ୍ଟ ବିଷ୍ଣୁ , ହେବାକୁ ଯାଉଛି ପାକିସ୍ତାନ ଓ ଚୀନା ପାଇଁ କାଳ । ଏହା ବିଶ୍ୱର ସବୁଠାରୁ ଘାତକ ମିସାଇଲମାନଙ୍କ ମଧ୍ୟରୁ ଗୋଟିଏ । ଏହା ଆଖି ପଲକ ପଡ଼ିବା ଭିତରେ ତିନି କିଲୋମିଟର ଦୂରତା ଅତିକ୍ରମ କରିପାରେ । କୌଣସି ରାଡାର କିମ୍ବା ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଅଟକାଇ ପାରିବ ନାହିଁ । ଏହାକୁ ଏସିଆରେ ସବୁଠାରୁ ବଡ଼ ଗେମଚେଞ୍ଜର ବୋଲି ବିବେଚନା କରାଯାଉଛି । ଏହା ହେଉଛି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ର ପ୍ରୋଜେକ୍ଟ ବିଷ୍ଣୁ । ପ୍ରକୃତରେ, DRDO ଅଧୀନରେ ଭାରତର ପ୍ରସ୍ତାବିତ ହାଇପରସୋନିକ ମିସାଇଲ ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେଉଛି ଏବଂ ଶୀଘ୍ର ଏହି ଉନ୍ନତ ମିସାଇଲର ପରୀକ୍ଷଣ ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଆସନ୍ତୁ ଜାଣିବା, ପ୍ରୋଜେକ୍ଟ ବିଷ୍ଣୁ କେତେ ଘାତକ ହେବ ? ହାଇପରସୋନିକ ଟେକ୍ନୋଲୋଜି କ’ଣ ?, ସ୍କ୍ରାମଜେଟ ଇଞ୍ଜିନ କ’ଣ ?…

Read More