Author: Purva Paksha

ଏବେ ତହସିଲ ଅଫିସ ଆଉ ଦୌଡିବାକୁ ପଡିବ ନାହିଁ, ଘରେ ବସି ମିଳିବ ରାଜସ୍ବ ବିଭାଗର ପ୍ରମାଣପତ୍ର। ମୋବାଇଲ୍ ଆପରେ ମିଳିବ ୧୮ ପ୍ରକାର ଜରୁରୀ ପ୍ରମାଣପତ୍ର। ଓଡ଼ିଶା ରାଜସ୍ୱ ବିଭାଗ ଏକ ମୋବାଇଲ୍ ଆପ୍ ଲଞ୍ଚ କରିବାକୁ ଯାଉଛି, ଯାହା ନାଗରିକମାନଙ୍କୁ ଘରୁ ବସି ସୁବିଧାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ପାଇଁ ଆବେଦନ କରିବା ଏବଂ ପାଇବାରେ ସହାୟକ ଦେବ। ଏହି ଆପ୍ ମାଧ୍ୟମରେ ପ୍ରାୟ ୧୮ଟି ସେବା ଅନଲାଇନରେ ଉପଲବ୍ଧ ରହିବ, ଯାହା ବିଭିନ୍ନ ତହସିଲ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ ଗୁଡିକରୁ ଲମ୍ବା ଧାଡ଼ି କମ କରିବା ବୋଲି ଆଶା କରାଯାଇଛି। ଦୁର୍ନୀତି ହ୍ରାସ କରିବା ଏବଂ ସେବା ପ୍ରଦାନ ଦକ୍ଷତା ଉନ୍ନତ କରିବାରେ ମଧ୍ୟ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏହା ଜନସାଧାରଣଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ଡିଜିଟାଲ୍ ପଦକ୍ଷେପ ହେବ। ବିଭାଗ…

Read More