Author: Purva Paksha

ବିଜୁ ଜନତା ଦଳର ଛାତ୍ର ଓ ଯୁବ ନେତାମାନଙ୍କ ଭିତରେ ଏକ ଉଦବେଗ ସୃଷ୍ଟି ହୋଇଛି। ଏହା ଯେ ତାଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ମିଳୁ ନାହିଁ। ଯେଉଁ ନେତାମାନେ ଦୀର୍ଘ ୨୪ ବର୍ଷ ହେଲା ନବୀନଙ୍କ ସହ ରହି କ୍ଷମତା, ଯଶ ଓ ଅର୍ଥ ଅର୍ଜନ କରିଛନ୍ତି ସେମାନେ ଆଉ ନିଜ କୁର୍ସି ଛାଡ଼ୁ ନାହାନ୍ତି। ଫଳରେ ତାଙ୍କ ଭବିଷ୍ୟତ ଆଉ ସେମାନେ ଦେଖିପାରୁ ନାହାନ୍ତି। ଏଣୁ ଅନେକ ଥର ଏହାର ସୁପ୍ତ ପ୍ରତିବାଦ କରିଛନ୍ତି ଦଳର ନେତା। ହେଲେ ଗଲା କିଛିଦିନ ତଳେ ପୁରୀରେ ଆୟୋଜିତ ଯୁବଛାତ୍ର ସମାବେଶରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯୁବ ବିଧାୟକ ସୌଭିକ ବିଶ୍ୱାଳ ଯାହା କହିଲେ ତାହା ସମସ୍ତଙ୍କୁ ଜଳକା କରିଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ କାହାକୁ ଟାର୍ଗେଟ କରିଲେ ସୌଭିକ? କିଏ ସେ ହୋଇଛନ୍ତି କୋଟିପତି? କାହା ପାଖରେ ରହିଛି ମେଞ୍ଚାଏ ଟଙ୍କା? ଆଜି ବିଜୁ ଜନତା ଦଳର ସଂଗଠନରେ ଚାଲିଥିବା…

Read More